ତାଜା ଖବର ରାଜନୀତି ରାଜ୍ୟ BJD Slams Over Safety of Women and Tourists: ବିଜେପି ଶାସନରେ ଅସୁରକ୍ଷିତ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ: ସରକାରଙ୍କୁ ବିଜେଡିର କଡ଼ା ସମାଲୋଚନା October 23, 2026 Papirani ବିଜେପି ସରକାରରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକମାନେ ନିଜକୁ ସୁରକ୍ଷିତ ମାନୁନାହାନ୍ତି। ପ୍ରାକୃତିକ ଐତିହ୍ୟ ପାଇଁ ସମଗ୍ର ବିଶ୍ୱରେ ଓଡ଼ିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ଉଦ୍ବେଗଜନକ ଘଟଣା ଘଟୁଥିବାରୁ ଓଡ଼ିଶା…