Tag: Tourism Record

Nandankanan Registers Highest Visitor Footfall In 2025: ୨୦୨୫ରେ ନନ୍ଦନକାନନ ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ବିଦାୟୀ ବର୍ଷରେ ନନ୍ଦନକାନନ ବୁଲିଲେ ୪୦ ଲକ୍ଷ ୨୦ ହଜାର ୫୩୯ ପର୍ଯ୍ୟଟକ । ପ୍ରାଣୀ ଉଦ୍ୟାନ ବୁଲିଲେ ୩୮ ଲକ୍ଷ ୪୩ ହଜାର ୨୮ ପର୍ଯ୍ୟଟକ । ସେହିପରି…