Tag: Teacher Performance Evaluation

Teachers’ Day: ଶିକ୍ଷକ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ଓ ପ୍ରଶ୍ନ ବ୍ୟାଙ୍କ ପୋର୍ଟାଲର ଶୁଭାରମ୍ଭ; ଅହମ୍ମଦାବାଦରେ ପ୍ରଶିକ୍ଷଣ ନେବେ ଓଡ଼ିଶାର ୪୦ ଶିକ୍ଷକ

ଓଡ଼ିଶାର ଶିକ୍ଷକମାନଙ୍କ ଦକ୍ଷତା ବିକାଶ ଓ ଶିକ୍ଷାଦାନ ପ୍ରଣାଳୀକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ନୂଆ ପଦକ୍ଷେପ ନିଆଯାଇଛି । ଏହାର ଅଂଶ ଭାବେ ରାଜ୍ୟର ୪୦ ଜଣ ଶିକ୍ଷକ ଗୁଜରାଟର ଅହମ୍ମଦାବାଦରେ ୬ ଦିନିଆ ପ୍ରଶିକ୍ଷଣ ଗ୍ରହଣ କରିବେ ।…