Tag: Tanvi Patri

Tanvi Patri Creates History: ଇତିହାସ ରଚିଲେ ଓଡ଼ିଆ ଝିଅ ତନଭି ପତ୍ରି; ୟୁଥ୍ ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ମହିଳା

ବିଶ୍ୱ କ୍ରୀଡ଼ା ମଞ୍ଚରେ ଚମକିଲେ ଓଡ଼ିଆ ଝିଅ ତନଭି ପତ୍ରି । ବ୍ୟାଡମିଣ୍ଟନରେ ନିଜର ଅସାଧାରଣ ପ୍ରତିଭା ଓ ଦକ୍ଷତାର ପରିଚୟ ଦେଇ ଇତିହାସ ରଚିଛନ୍ତି ଓଡ଼ିଶାର ଏହି ଉଦୀୟମାନ ଖେଳାଳି । ୧୫ ବର୍ଷୀୟା ତନଭି ଡାକାର ୟୁଥ୍ ଅଲିମ୍ପିକ୍ସ…