ତାଜା ଖବର ରାଜ୍ୟ ଭରତପୁର ଥାନାରେ ନିର୍ଯାତନା ମାମଲା: ୪ ପୋଲିସଙ୍କ ଉପରୁ ହଟିଲା ନିଲମ୍ବନ May 20, 2025 Papirani ଭରତପୁର ଥାନାରେ ମେଜର ଓ ବାନ୍ଧବୀ-ପୋଲିସ ବିବାଦ ଘଟଣାରେ ନିଲମ୍ବନ ହୋଇଥିବା ୪ ପୋଲିସ କର୍ମଚାରୀଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ । ଏସଆଇ ଓ ୨ ମହିଳା ASIଙ୍କ ସହ କନଷ୍ଟେବଳଙ୍କ ଉପରୁ ହତାଯାଇଛି ନିଲମ୍ବନ । ଏସଆଇ ଵୈଶାଳିନୀ…