ରାଜ୍ୟ କ୍ଷମତା ଲୋଭ ଛାଡ଼ି ପାରିବେନି କି ସୁରେଶ ? February 7, 2025 Papirani ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ଏବଂ କମିଶନର ସଦସ୍ୟ କିଏ ହେବେ ଏହାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଥିବାବେଳେ ହଠାତ ଆବେଦନକାରୀଙ୍କ ତାଲିକା ସାର୍ବଜନୀନ ହେବାକୁ ନେଇ ଅନେକ ସନ୍ଦେହ ଉଙ୍କି ମାରିଛି । ପୂର୍ବରୁ କେବେ ଆବେଦନକାରୀଙ୍କ ତାଲିକା…