ତାଜା ଖବର ରାଜ୍ୟ Supplementary Exam: ଫେଲ୍ ହେଲେ ମାଟ୍ରିକ ପରି ସପ୍ଲିମେଣ୍ଟାରି ଦେବେ ପଞ୍ଚମ ଓ ଅଷ୍ଟମର ଛାତ୍ରଛାତ୍ରୀ October 23, 2025 Papirani ଏଣିକି ପଞ୍ଚମ ଓ ଅଷ୍ଟମରେ ସପ୍ଲିମେଣ୍ଟାରି ପରୀକ୍ଷା । ପରୀକ୍ଷାରେ ଫେଲ୍ ହେଲେ ମାଟ୍ରିକ ପରି ସପ୍ଲିମେଣ୍ଟାରି ଦେବେ ପଞ୍ଚମ ଓ ଅଷ୍ଟମର ଛାତ୍ରଛାତ୍ରୀ। ଏ ନେଇ ନୂଆ ଗାଇଡ୍ଲାଇନ୍ ଜାରି କଲା ଗଣଶିକ୍ଷା ବିଭାଗ । ପଞ୍ଚମ ଓ ଅଷ୍ଟମରେ…