Tag: Sundarpada Blast

Bhubaneswar Blast: ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ ଘଟଣା: ତଦନ୍ତ କରିବ ଏନ୍ଆଇଏ

ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ ଘଟଣାରେ ଏନ୍ଆଇଏର ତଦନ୍ତ । ଘର ମାଲିକଙ୍କ ଠାରୁ ଆରମ୍ଭ କରି ଏକାଧିକ ଲୋକଙ୍କୁ ଏନ୍ଆଇଏର ଜେରା । ପଛରେ ବଡ଼ ଚକ୍ରାନ୍ତ ଆଶଙ୍କାରେ ଏନ୍ଆଇଏର ଜେରା କରିବ ବୋଲି ସୂଚନା ମିଳିଛି । ସୁନ୍ଦରପଦା ନିକଟ…