ତାଜା ଖବର ରାଜ୍ୟ ଫେବ୍ରୁଆରୀ ଆରମ୍ଭରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ February 3, 2025 Papirani ଫେବ୍ରୁଆରୀରୁ ମାଡ଼ି ଆସିଲାଣି ଗ୍ରୀଷ୍ମ ପ୍ରବାହ। ଫେବ୍ରୁଆରୀ ଆରମ୍ଭରୁ ପାରଦ ଉପରମୁହାଁ। ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ରହୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ଅଚାନକ ଉପରମୁହାଁ ହେବା ସହ ପାରଦ ଡେଇଁଲାଣି ୩୬ ଡିଗ୍ରୀ। ସକାଳ ୧୦ଟାରୁ ଅସମ୍ଭାଳ ହେଉଛି ତାତି…