ତାଜା ଖବର ରାଜନୀତି Jharkhand Higher Education Minister Passes Away: ଝାଡ଼ଖଣ୍ଡ ଉଚ୍ଚଶିକ୍ଷା ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁଙ୍କ ପରଲୋକ September 6, 2026 Papirani ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଛା (JMM) ର ବରିଷ୍ଠ ନେତା ତଥା ଝାଡ଼ଖଣ୍ଡର ଉଚ୍ଚ ଓ ବୈଷୟିକ ଶିକ୍ଷା, ନଗର ଉନ୍ନୟନ, ପର୍ଯ୍ୟଟନ, କଳା, ସଂସ୍କୃତି, କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁଙ୍କର ହୃଦଘାତ ଯୋଗୁଁ ପରଲୋକ ହୋଇଯାଇଛି।…