Tag: Sudhanshu Trivedi

Sudhanshu Targets Rahul; Mum on Naveen: ରାହୁଲଙ୍କ ଉପରେ ଗରମ; ନବୀନଙ୍କ ଉପରେ ନରମ

ଏକ ଦିନିକିଆ ଓଡ଼ିଶା ଗସ୍ତରେ ଅଛନ୍ତି ଭାଜପା ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡଃ ସୁଧାଂଶୁ ତ୍ରିବେଦୀ । ଏହି ସମୟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଡ. ସୁଧାଂଶୁ ତ୍ରିବେଦୀ ବିରୋଧୀ ଦଳ ନେତା…