Tag: Subhadra Yojana

ଓଡ଼ିଶା ବଜେଟ୍: ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା ଓ ଆୟୁଷ୍ମାନ ଭାରତ

ଓଡ଼ିଶାରେ ଲାଗୁ ହେବ ସୁଭଦ୍ରା ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା । ମହିଳାଙ୍କ ପାଇଁ ଆରମ୍ଭ ହେବ ସୁଭଦ୍ରା ଯୋଜନା । ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଆୟୁଷ୍ମାନ ଭାରତ ପାଇଁ…

ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା

ଆଜି ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବାକୁ ଯାଉଛି ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ରିଲିଜହେବ ସୁଭଦ୍ରା ଟଙ୍କା । ଏନେଇ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

ଶହେ ଦିନ ଭିତରେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା

ଶହେ ଦିନ ଭିତରେ ମହିଳାଙ୍କୁ ସୁଭଦ୍ରା ଯୋଜନା ନିଶ୍ଚୟ ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ସୁଭଦ୍ରା ଯୋଜନା ଡ୍ରାଫ୍ଟରେ ଅଛି । ତେଣୁ କେଉଁମାନଙ୍କୁ ଏହିି ଯୋଜନାର ସୁଫଳ ମିଳିବ ତାହା ଏବେ…

ରାଜ୍ୟର ସବୁ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା

ସୁଭଦ୍ରା ଯୋଜନାରେ ଓଡ଼ିଶାର ସବୁ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର୍। ଏନେଇ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, କ୍ୟାବିନେଟ୍ ମୋହର ବାଜିବା ପରେ…

ଜାଣନ୍ତୁ ସୁଭଦ୍ରା ଯୋଜନାର ବାସ୍ତବତା; କାହାକୁ କଣ ମିଳିବ?

ଆମ ସଂସ୍କୃତିରେ ମହିଳାମାନେ ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଥାନ୍ତି। ସେମାନଙ୍କୁ ମା’ ରୂପେ ବନ୍ଦନା କରାଯାଏ। ଶୃଙ୍ଖଳିତ ପରିବାର ହେଉ ବା ସଶକ୍ତ ରାଷ୍ଟ୍ର ଗଠନ, ସବୁଠି ମହିଳାଙ୍କ ଭୂମିକା‌ ଗୁରୁତ୍ବପୂର୍ଣ୍ଣ। ଦେଶରେ ମୋଦୀ ସରକାର ଆସିବା ପରେ ମହିଳାମାନଙ୍କର ବିକାଶ…