Tag: Stray Dogs Case

Stray Dogs Case: କୁକୁର କାମୁଡ଼ାରେ ମିଳିବ କ୍ଷତିପୂରଣ

ରାସ୍ତା କଡ଼ର ବୁଲା କୁକୁରଙ୍କୁ ନେଇ ଲାଗି ରହିଥିବା ବିବାଦରେ ସର୍ବୋଚ୍ଚ ଅଦାଲତ ଏକ ବଡ଼ ରାୟ ଶୁଣାଇଛନ୍ତି । ଏଣିକି ସାପ କାମୁଡ଼ା ଭଳି କୁକୁର କାମୁଡ଼ାରେ ମଧ୍ୟ କ୍ଷତିପୂରଣ ମିଳିବ । ଶୁଣାଣି ସମୟରେ ଜଷ୍ଟିସ୍ ବିକ୍ରମ ନାଥ…