ତାଜା ଖବର ରାଜ୍ୟ ପୋପ୍ ଫ୍ରାନ୍ସିସ୍ଙ୍କ ବିୟୋଗରେ ରାଜ୍ୟ ପାଳିବ ୩ ଦିନିଆ ଶୋକ April 22, 2025 Papirani ସର୍ବୋଚ୍ଚ ଖ୍ରୀଷ୍ଟ ଧର୍ମଗୁରୁ ଦିବଂଗତ ପୋପ୍ ଫ୍ରାନ୍ସିସଙ୍କ ସମ୍ମାନାର୍ଥେ ଭାରତରେ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଶୋକ ପାଳନ କରାଯାଉଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ ଚିଠି କରାଯାଇଛି। ଆଜି ଓ ଆସନ୍ତାକାଲି…