Tag: stampede

ଭୋଲେ ବାବାଙ୍କ ସତ୍‌ସଙ୍ଗ ଉଦ୍‌ଯାପନୀ ସମାରୋହରେ ଦଳାଚକଟା: ୨୭ ମୃତ

ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ରତିଭାନପୁରରେ ମଙ୍ଗଳବାର ଦିନ ଭୋଲେ ବାବାଙ୍କ ସତ୍‌ସଙ୍ଗ ଉଦ୍‌ଯାପନୀ ସମାରୋହରରେ ଶ୍ରଦ୍ଧାଳୁଙ୍କ ଭୟଙ୍କର ଭିଡ଼ ହୋଇଥିବାରୁ ଦଳାଚକଟାରେ ୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୩ ଜଣ ମହିଳା ଓ ୩ ଜଣ…