Tag: Sriya Lenka

South Korean President Lauds Sriya Lenka: ଓଡ଼ିଶାର ଶ୍ରୀୟା ଲେଙ୍କାଙ୍କୁ ପ୍ରଶଂସା କଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି

ଦକ୍ଷିଣ କୋରିଆର ରାଷ୍ଟ୍ରପତି ତାଙ୍କର ତିନି ଦିନିଆ ଭାରତ ଗସ୍ତ ସମୟରେ ଜଣେ ଓଡ଼ିଶା ଝିଅଙ୍କ ପ୍ରେରଣାଦାୟକ ଯାତ୍ରା ଉପରେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜେ-ମ୍ୟୁଙ୍ଗ ଓଡ଼ିଶାର ଶ୍ରୀୟା ଲେଙ୍କାଙ୍କ ସଫଳତାକୁ…