Tag: Sports

ଉଭୟ ମହିଳା ଓ ପୁରୁଷ ଖୋ ଖୋ ବିଶ୍ୱକପ୍ ଜିତିଲା ଭାରତ

ଇତିହାସ ରଚିଲା ଭାରତ । ଖୋ ଖୋ ବିଶ୍ୱକପ୍‌ରେ ଭାରତର ପୁରୁଷ ଓ ମହିଳା ଦଳ ଆଜି ବିଶ୍ୱକପ୍ ଟାଇଟଲ୍ ହାସଲ କରିଛନ୍ତି । ପୁରୁଷ ଖୋ-ଖୋ ବିଶ୍ୱକପର ଫାଇନାଲ ମ୍ୟାଚ୍ ରେ ଭାରତ, ନେପାଳକୁ ପରାସ୍ତ କରିଥିବାବେଳେ ଭାରତୀୟ ମହିଳା…

ଭାରତୀୟ ଖେଳାଳିଙ୍କ ପାଇଁ ବିସିସିଆଇ ଆଣିବ ନୂଆ ନିୟମ

ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ କଠୋର ନିୟମ ଆଣିବାକୁ ଯୋଜନା କରୁଛି ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ) । ବିସିସିଆଇର ନୂଆ ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳିମାନେ ସେମାନଙ୍କ ସ୍ତ୍ରୀଙ୍କ ସହିତ ରହିପାରିବେ ନାହିଁ । କୌଣସି…

୨୦୩୬ ଅଲିମ୍ପିକ୍ସ ନେଇ ଆଶାୟୀ ଭାରତ; ଓଡ଼ିଶାରେ ହେଇପାରେ ହକି ଇଭେଣ୍ଟ

୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ ଆଶାୟୀ ଭାରତ । କିଛି ଗଣମାଧ୍ୟମରେ ଅହମ୍ମଦାବାଦକୁ ୨୦୩୬ ଅଲିମ୍ପିକ୍ସର ହୋଷ୍ଟ ସିଟି ମିଳିବା ନେଇ ଚର୍ଚ୍ଚା ହେଉଥିବାବେଳେ ଓଡ଼ିଶାରେ ୨୦୩୬ ଅଲିମ୍ପିକ୍ସ ହକି କୁ ନେଇ ରାଜ୍ୟବାସୀଙ୍କ ମନରେ ଆଶା ବଢ଼ିଛି । ଅହମ୍ମଦାବାଦରେ…

ପ୍ରକାଶ ପାଇଲା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ କାର୍ଯ୍ୟସୂଚୀ; ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ ଭାରତ

ଆସନ୍ତା ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଆଇସିସି ସୋମବାର ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ଘୋଷଣା କରିଛି । ଫେବୃଆରୀ ୧୯ ରୁ ଏହି ଟୁର୍ନାମେଣ୍ଟ ପାକିସ୍ତାନର କରାଚିରେ ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୯…