ଖେଳ ଦେଶ BCCI Announces Reward for India’s U19 Team: ଅଣ୍ଡର ୧୯ ଟିମ କୁ ବିସିସିଆଇର ୭.୫ କୋଟି ଟଙ୍କା ପୁରସ୍କାର ଘୋଷଣା February 7, 2026 Nirvay ଆୟୁଷ ମହାତ୍ରେଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଅଣ୍ଡର-୧୯ କ୍ରିକେଟ ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ୧୦୦ ରନରେ ହରାଇ ଷଷ୍ଠଥର ପାଇଁ ଚାମ୍ପିଅନ ହୋଇଥିବାବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ବିଜୟୀ ଭାରତୀୟ ଦଳ ପାଇଁ ୭.୫ କୋଟି ଟଙ୍କା ପୁରସ୍କାର ଘୋଷଣା…
ଖେଳ ତାଜା ଖବର ଦେଶ ବିଶ୍ୱ ICC T20 World Cup 2026: ଆଜିଠାରୁ ପୁରୁଷ ଟ୍ୱେଣ୍ଟି-୨୦ ବିଶ୍ୱକପ୍ କ୍ରିକେଟ୍ February 7, 2026 Nirvay ଆଜିଠାରୁ ପୁରୁଷ ଟ୍ୱେଣ୍ଟି-୨୦ ବିଶ୍ୱକପ୍ କ୍ରିକେଟ୍ର ଦଶମ ସଂସ୍କରଣ ଆୟୋଜନ କରାଯାଇଛି । ଏଥର ଏହି ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ କରାଯାଇଛି । ଉଦ୍ଘାଟନୀ ମ୍ୟାଚ୍ କୋଲକାତା ଓ ମୁମ୍ବାଇରେ ଖେଳାଯିବ । ଆଜି ଶ୍ରୀଲଙ୍କାର କଲମ୍ବୋରେ ମଧ୍ୟ…
ଖେଳ ଦେଶ ବିଶ୍ୱ T20 World Cup 2026: ଟି-୨୦ ବିଶ୍ୱକପ୍ରେ ଭାରତ ବିରୋଧରେ ମ୍ୟାଚ୍ ଖେଳିବନି ପାକିସ୍ତାନ February 2, 2026 Nirvay ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଘୋଷଣା କରିଛି ଯେ ସେମାନେ ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ । ଏହି ନିଷ୍ପତ୍ତି ଆଇସିସି ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦେବା ପରେ ଆସିଛି,…
ଖେଳ ତାଜା ଖବର ଦେଶ ରାଜ୍ୟ Vijay Hazare Trophy: ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀକୁ ହରାଇଲା ଓଡ଼ିଶା December 31, 2025 Nirvay ନୂଆ ବର୍ଷ ପୂର୍ବରୁ ବିଜୟ ଭେଟି ଦେଲା ଓଡ଼ିଶା କ୍ରିକେଟ୍ ଟିମ୍ । ବେଙ୍ଗାଲୁରୁଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫି ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ପୁଣି ଚମକ ଦେଖାଇଛନ୍ତି । ବୁଧବାର ଦିନ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍ରେ ହରାଇଛି ଓଡ଼ିଶା…
ଖେଳ ରାଜ୍ୟ OSJA Award: ପ୍ରୀତିସ୍ମିତା ଭୋଇ ଓ କାଳୁ ଚରଣ ଚୌଧୁରୀ ପାଇବେ ‘ଓସ୍ଜା’ ପୁରସ୍କାର December 27, 2025 Nirvay ଯୁବ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇ ଏବଂ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀଙ୍କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)ର ବାର୍ଷିକ ପୁରସ୍କାର ପ୍ରଦାନ କରାଯିବ ।ପ୍ରୀତିସ୍ମିତାଙ୍କୁ ୨୦୨୫ ମସିହାର ଶ୍ରେଷ୍ଠ ଓଡ଼ିଶା ଖେଳାଳି ଏବଂ କାଳୁଚରଣ ଚୌଧୁରୀଙ୍କୁ ଜୀବନବ୍ୟାପୀ ସେବା ପାଇଁ…
ଖେଳ ତାଜା ଖବର ଦେଶ T20 World Cup 2026: T20 ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା December 20, 2025 Nirvay ଆସନ୍ତା ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଥିବା T-20 ବିଶ୍ୱକପ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ବିସିସିଆଇ ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳର ଚୂଡ଼ାନ୍ତ ତାଲିକା ଘୋଷଣା କରିଛି । ଟି-୨୦…
ଖେଳ ଦେଶ IND vs SA 5th T20: ପଞ୍ଚମ T-20 କୁ 30 ରନରେ ଜିତି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଜିତିଲା ଭାରତ December 20, 2025 Nirvay ଭାରତ ପଞ୍ଚମ T-20 ମ୍ୟାଚ୍ ୩୦ ରନରେ ଜିତି ଦକ୍ଷିଣ ଆଫ୍ରିକାକୁ ୩-୧ ରେ ପରାସ୍ତ କରିଛି । ଶୁକ୍ରବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ…
ଖେଳ ତାଜା ଖବର ଦେଶ ବିଶ୍ୱ IND vs SA 4th T20I: ଘନ କୁହୁଡ଼ି କାରଣରୁ ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ T-20 ରଦ୍ଦ December 17, 2025 Nirvay ଘନ କୁହୁଡି ଯୋଗୁଁ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-ଟ୍ୱେଣ୍ଟି ରଦ୍ଦ ହୋଇଛି । ଲକ୍ଷ୍ନୌର ଇକାନା କ୍ରିକେଟ୍ ଷ୍ଟାଡ଼ିୟମ୍ରେ ସନ୍ଧ୍ୟା ୭ଟାରେ ୪ର୍ଥ T-20 ଖେଳାଯିବାର ଥିଲା, କିନ୍ତୁ ଘନ କୁହୁଡ଼ି ଯୋଗୁଁ ଟସ୍ ପଡିପାରି ନଥିଲା । ଆଲୋକ ଏବଂ…
ଖେଳ ରାଜ୍ୟ Vijay Hazare Trophy: ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା କ୍ରିକେଟ ଦଳ ଘୋଷିତ December 15, 2025 Nirvay ଚୟନ କମିଟି ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ୧୬ ଜଣିଆ ଓଡିଶା କ୍ରିକେଟ ଦଳ ଘୋଷଣା କରିଛି । ବିପ୍ଲବ ସାମନ୍ତରାୟଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ରାଜେଶ ମହାନ୍ତିଙ୍କୁ ଉପ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି ।…
ଖେଳ ତାଜା ଖବର ଦେଶ ରାଜ୍ୟ IND vs SA T20 Match: ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ T-20, ଜାଣନ୍ତୁ କେଉଁଠି କରିବେ ପାର୍କିଂ December 9, 2025 Nirvay ଆଜି କଟକ ବାରବାଟୀରେ ବିଗ୍ ଫାଇଟ୍ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ । ୫ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେବ । ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍…