Tag: Soumya Ranjan Pattnaik

ରେଭେନ୍ସାର ନାମ ପରିବର୍ତ୍ତନ ମଙ୍ଗଳମୟ ନୁହେଁ; ନାମକୁ ନେଇ ଏତେ ରାଗ କାହିଁକି : ସୌମ୍ୟରଞ୍ଜନ ପଟ୍ଟନାୟକ

ରେଭେନ୍ସା ନାମ ପରିବର୍ତ୍ତନ ନେଇ ରାଜ୍ୟରେ ଦିନକୁ ଦିନ ତେଜୁଛି ରାଜନୀତି । ଆଜି ରେଭେନ୍ସା ନାମ ପରିବର୍ତ୍ତନ ନେଇ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ପୁରାତନ ଛାତ୍ରଙ୍କୁ ନେଇ ଗଠିତ ରେଭେନ୍ସା ହେରିଟେଜ ଫୋରମର ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ…