ତାଜା ଖବର ରାଜ୍ୟ Snakebite Compensation: ସାପ କାମୁଡ଼ା ମୃତ୍ୟୁ ପାଇଁ ବଢିପାରେ କ୍ଷତିପୂରଣ ରାଶି; ୪ ଲକ୍ଷ ବଦଳରେ ମିଳିବ ୧୦ ଲକ୍ଷ ଟଙ୍କା November 19, 2025 Papirani ବଢ଼ିପାରେ ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି । ଏବେ ୪ ଲକ୍ଷ କ୍ଷତି ପୂରଣ ମିଳୁଥିବା ବେଳେ ଏହାକୁ ୧୦ ଲକ୍ଷ କୁ ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଧେଶ ଦେଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି…