ତାଜା ଖବର ରାଜ୍ୟ Snake Catcher Dies: ନାଗ ସାପ ସହ ରିଲ୍ସ କରୁଥିବା ବେଳେ ସାପ ଧରାଳିଙ୍କ ମୃତ୍ୟୁ October 10, 2026 Nirvay ନାଗ ସାପ ସହ ରିଲ୍ସ କରିବା ଓ ଫଟୋ ଉଠାଇବା ବେଳେ ସାପ କାମୁଡ଼ିବାରୁ ଜଣେ ସାପ ଧରାଳିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗ୍ରାମର ତପନ କୁମାର ପ୍ରଧାନ (୨୮) ।…