Tag: Snake

Snakes Will Not Be Used In Danda Jatra: ଦଣ୍ଡଯାତ୍ରାରେ ସାପ କିମ୍ବା ଅନ୍ୟ ବନ୍ୟଜନ୍ତୁଙ୍କ ବ୍ୟବହାର ଉପରେ ଲାଗିଲା କଟକଣା

ଚଳିତ ବର୍ଷ ଗଞ୍ଜାମର ପ୍ରସିଦ୍ଧ ଦଣ୍ଡ ଯାତ୍ରା ମହୋତ୍ସବରେ ବନ୍ୟଜନ୍ତୁଙ୍କ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି । ଏ ନେଇ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ପକ୍ଷରୁ ନେଇ ସମସ୍ତ ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି ।…