ତାଜା ଖବର ରାଜ୍ୟ Naveen Targets Govt Over SI Recruitment: ପେପର୍ ଲିକ୍ ଆଶାୟୀଙ୍କ ଭବିଷ୍ୟତକୁ ନେଇ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍ September 5, 2026 Nirvay ଗୋଟିଏ ପଟେ ସବ୍-ଇନ୍ସପେକ୍ଟର୍ (SI) ବ୍ୟାଚ୍ ପ୍ରଶିକ୍ଷଣ ଶେଷ କରି ଓଡ଼ିଶା ପୋଲିସରେ ନିଯୁକ୍ତି ପାଉଥିବା ବେଳେ, ଅନ୍ୟପଟେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ହଜାର ହଜାର ଆଶାୟୀ ଏବେ ବି ଅନିଶ୍ଚିତତାରେ ରହିଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍…