Tag: SI Exam

SI Exam Scam: ପୋଲିସ୍ SI ପରୀକ୍ଷା ସ୍କାମ୍; SSB ଯବାନଙ୍କ ସମେତ ୨ ଗିରଫ

ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ସିବିଆଇର ତନାଘନା ଜାରି ରହିଛି । ଆଉ ଜଣେ SSB ଯବାନଙ୍କ ସମେତ ୨ ଜଣ ଗିରଫ ହୋଇଥିବା ଜଣାପଡିଛି । ଦୁଇ ଦିନ ଜେରା ପରେ SSB ଯବାନ ଅର୍ଜୁନ ନାୟକଙ୍କୁ…

SI Exam Scam: ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା: ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେଲେ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ଆଜି କୋର୍ଟରେ ହାଜର କରିଛି ପୁଲିସ। ବ୍ରହ୍ମପୁର ଜେଏମ୍‌ଏଫ୍‌ସି ଗ୍ରାମାଞ୍ଚଳଙ୍କ ଆବାସିକ କକ୍ଷରେ ହାଜର ହେଲା ଏସଆଇ ପରୀକ୍ଷା କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି। ଶଙ୍କରଙ୍କ ସହିତ…

ଏସଆଇ ନିଯୁକ୍ତି ଘୋଟାଲା ମାମଲା: ବଣିକ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍‌

ଓଡ଼ିଶା ପୋଲିସ ସବ୍‌-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତିରେ ଘୋଟାଲା ଅଭିଯୋଗକୁ ନେଇ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ସିଆର୍‌ପି ଛକସ୍ଥିତ ‘ବଣିକ’ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରା ସୂଚନା ଦେଇ କହିଛନ୍ତି ଗିରଫ ହୋଇଥିବା ୧୧୪…

ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା; ୧୧୯ ଜଣଙ୍କ ଜାମିନ ଆବେଦନ ଖାରଜ

ବହୁ ଚର୍ଚ୍ଚିତ ପୋଲିସ ସବ୍ଇନସ୍ପେକ୍ଟର ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଆବେଦନ ଖାରଜ କରିଛନ୍ତି ବ୍ରହ୍ମପୁର ଜେଏମ୍ଏଫସି କୋର୍ଟ । ବ୍ରହ୍ମପୁର ଜିଲା ଓ ସେସନ୍ସ…

ମାଷ୍ଟରମାଇଣ୍ଡକୁ ଛାଡ଼ି ପରୀକ୍ଷାର୍ଥୀଙ୍କ ପଛରେ କ୍ରାଇମ୍‌ବ୍ରାଞ୍ଚ !

ଓଡ଼ିଶାରେ ବ୍ୟାପମ୍ ! ପୁଲିସ ଏସ୍ଥାଇ ପରୀକ୍ଷା ସ୍କାମ୍ ଏହି ସନ୍ଦେହ ବଢ଼ାଇ ଦେଇଛି । ୯୩୩ଟି ଏସ୍‌ଆଇ ପଦବୀ ପୂରଣ ନିମନ୍ତେ ଯେଉଁ ଭୟଙ୍କର ସ୍କାମ୍ ସଂଗଠିନ ହୋଇଛି ସେଥିରେ କେବଳ ଚାକିରୀ ଆଶାୟୀ ଏବଂ ୬ ଜଣ ଦଲାଲ…

ପୋଲିସ ଏସ୍ଆଇ ପରୀକ୍ଷାରେ ଜାଲିଆତି ଘଟଣା; ବିଜେପିର ସମ୍ପୃକ୍ତି ଅଭିଯୋଗର ପ୍ରମାଣ ରଖିଲା ବିଜେଡି

ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ପୋଲ୍ ଖୋଲିଲା ବିଜେଡି । ଆଜି ସାମ୍ୱାଦିକ ସମ୍ମିଳନୀରେ ପ୍ରଶ୍ନପତ୍ର ମାମଲାରେ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି ।…

ଏସ୍ଆଇ ପରୀକ୍ଷା ଘୋଟାଲାରେ ପୂର୍ବତନ ଡିଆଇଜି କୁଳମଣି ବେହେରାଙ୍କ ପୁଅ ଗିରଫ

ଏସ୍ଆଇ ପରୀକ୍ଷା ଘୋଟାଲାରେ ଗିରଫ ପରୀକ୍ଷାର୍ଥୀଙ୍କ ମଧ୍ୟ ପୋଲିସ ବାବୁଙ୍କ ପିଲା । ଏସ୍ଆଇ ପରୀକ୍ଷା କେଳେଙ୍କାରୀରେ ପୂର୍ବତନ ଡିଆଜିଙ୍କ ପୁଅ ଗରିଫ। ଅବସର ଡିଆଇଜି କୁଳମଣି ବେହେରାଙ୍କ ପୁଅ ଅମୀୟ ବେହେରା ଗିରଫ ହୋଇଛି। କୁଳମଣି ବେହେରାଙ୍କ ପରି ବହୁ…

ଏସ୍‌ଆଇ ପରୀକ୍ଷା ବିଭ୍ରାଟ: ବିଜେଡି, ବିଜେପି ମୁହାଁମୁହିଁ

ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ରାଜ୍ୟ ରାଜନୀତି ତୀବ୍ର ହୋଇଛି । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି, ବିଜେପି । ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ବଦଳରେ ସିବିଆଇ ତଦନ୍ତ କରିବାକୁ ବିଜେଡ଼ି ଦାବି କରିଥିବା ବେଳେ ଅପର ପକ୍ଷେ…

ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ୧୧୯ ଗିରଫ

ଏସ୍ଆଇ ପରୀକ୍ଷା କେଳେଙ୍କାରୀରେ କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ। ୧୧୭ ପରୀକ୍ଷାର୍ଥୀଙ୍କ ସହ ୨ ଦଲାଲ ଗିରଫ।ରାତି ସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସର ଜେରା ପରେ ୧୧୯ ଗିରଫ କରାଯାଇଛି । ଗିରଫ ୧୧୯ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ…

ଓଡ଼ିଶା ପୋଲିସ ଏସ୍ଆଇ ପରୀକ୍ଷା ପାଇଁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର

ଓଡ଼ିଶା ପୋଲିସ ଏସ୍ଆଇ ପଦବୀର ବଡ଼ ଜାଲିଆତି ଏବେ ସମ୍ନାକୁ ଆସିଛି। ଜାଲିଆତି ମାମଲାରେ ଶତାଧିକ ଏସ୍ଆଇ ପରୀକ୍ଷାର୍ଥୀ ଅଟକ ରଖିଛି ବ୍ରହ୍ମପୁର ପୋଲିସ । ତେଣୁ ଏହି ମାମଲା ସାମ୍ନାକୁ ଆସିବା ପରେ ପଦକ୍ଷେପ ନେଇଛି ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ…