Tag: Shrimandir

ମହାପ୍ରଭୁଙ୍କ ଜମି ଦଖଲକାରୀଙ୍କୁ ଚେତାବନୀ; ଖଜଣା ଦେଉନଥିଲେ ହେବ କାର୍ଯ୍ୟାନୁଷ୍ଠାନ

ମହାପ୍ରଭୁଙ୍କ ଖଣିରୁ ୨୧କୋଟି ଅର୍ଥ ଲୁଟ ହେବା ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେଉଁମାନେ ମହାପ୍ରଭୁଙ୍କ ଭୁସମ୍ପତ୍ତିରେ ଖଣି ଖଜଣା ଦେଉନଥିଲେ ସେମାନଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ୨୦୦୩ର ୟୁନିଫର୍ମ ପଲିସି ଆଧାରରେ ପ୍ରକ୍ରିୟା ଆଗକୁ ବଢ଼ିବ । ମହାପ୍ରଭୁଙ୍କ…

ଶ୍ରୀମନ୍ଦିରର ମହାପ୍ରସାଦରେ ଲଗିପାରିବନି ଅର୍ପଣ ଚାଉଳ

ମହାପ୍ରଭୁଙ୍କ ମହାପ୍ରସାଦରେ ଆଉ ଲାଗିପାରିବ ନାହିଁ ଶ୍ରଦ୍ଧାଳୁମାନେ ଅର୍ପଣ କରିଥିବା ଅର୍ପଣ ଚାଉଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମହାପ୍ରଭୁଙ୍କ ମହାପ୍ରସାଦ ଲାଗି ଅର୍ପଣ ରଥ ମାଧ୍ୟମରେ ମିଳିଥିବା ଚାଉଳ ଏବେ ନଷ୍ଟ ହେବାକୁ ବସିଲାଣି…

ଶ୍ରୀମନ୍ଦିର ପରିଚାଳନାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ପରିଚାଳନା କମିଟିର ହେବ ନବକଳେବର

ଚଳିତ ବର୍ଷ ଅଗଷ୍ଟ ମାସରେ ବର୍ତ୍ତମାନର ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ସରିବ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିଚାଳନାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ଚାଳିତବର୍ଷ ଶ୍ରୀମନ୍ଦିର ପରିଚାଳନା କମିଟିର ନବକଳେବର ହେବ ବୋଲି ଆଇନ ବିଭାଗ ପକ୍ଷରୁ…

କାଲି ବିଳମ୍ବିତ ରାତିରେ ନିଳାଦ୍ରୀ ବିଜେ କଲେ ବିଶ୍ଵନିୟନ୍ତା 

କାଲି ବିଳମ୍ବିତ ରାତ୍ରୀରେ ଶ୍ରୀମନ୍ଦିରର ରତ୍ନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ପୁର୍ନବାର ନୀଳକନ୍ଦରକୁ ବିଜେ କରିଛନ୍ତି ତିନି ଠାକୁର । ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଣ୍ଡି ହୋଇଥିଲା । ଆଜିଠାରୁ ଶ୍ରୀମନ୍ଦିରରୁ ନୀଳାଚଳ…

ସୁନା ବେଶରେ ଦର୍ଶନ ଦେଉଛନ୍ତି ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତି

ସୁନା ଅଳଙ୍କାରରେ ସଜ୍ଜିତ ହେଲେ ତିନି ଠାକୁର । ରାଜରାଜେଶ୍ୱର ବେଶରେ ଦର୍ଶନ ଭ ଦେଉଛନ୍ତି ରଥାରୁଢ ଚତୁର୍ଦ୍ଧାମୂରତି। ଶ୍ରୀଅଙ୍ଗରେ ସୁଶୋଭିତ ହୋଇଛି ମହଣ ମହଣ ସୁନା। ଜଗାର ସୁନାବେଶ ଦେଖିବା ପାଇଁ ବଡ଼ଦାଣ୍ଡ ପାଲଟିଛି ଜନ ସମୁଦ୍ର । ଦିବ୍ୟ…

ସୁସ୍ଥ ହେଲେ ଶ୍ରୀଜୀଉ: ଚାଲିଛି ରାଜପ୍ରାସାଦ ବିଜେ ନୀତି

ଆଜି ଅନବସର ଦ୍ୱାଦଶୀ । ଗୁପ୍ତ ଉପଚାର ପରେ ଜ୍ୱରରେ ପୀଡିତ ଶ୍ରୀଜିଉ ସୁସ୍ଥ ହୋଇଛନ୍ତି। ମହାପ୍ରଭୁଙ୍କ ସୁସ୍ଥ ଖବର ନେଇ ସେବାୟତମାନେ ରାଜପ୍ରାସାଦରେ ପହଞ୍ଚିଲେ। ଶ୍ରୀଜିଉଙ୍କ ସୁସ୍ଥ ଖବର ନେଇ ମହାରାଜାଙ୍କୁ ଜଣାଇବେ ସେବାୟତ । ଦଇତାପତି ସେବକମାନେ ଏକ…