ତାଜା ଖବର ଦେଶ ମନୋରଞ୍ଜନ ୨୫ ଘଣ୍ଟା ମଧ୍ୟରେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘରକୁ ଦୁଇଥର ଗୁଳିମାଡ଼ September 14, 2025 Papirani ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ଦୁଇ ଦୁଇଥର ଗୁଳି ଚାଳନା ହୋଇଛି । ଉତ୍ତରପ୍ରଦେଶ ବରେଲୀ ସ୍ଥିତ ଘର ଉପରକୁ ୨୫ ଘଣ୍ଟା ମଧ୍ୟରେ ଦ୍ବିତୀୟ ଗୁଳିମାଡ଼ ହୋଇଛି ସୂଚନା । ସାମ୍ନାକୁ ଆସିଲା ସୁଟର୍ର ସ୍କେଚ୍ ।…