Tag: Seva Paksha

ସେବା ପକ୍ଷ ପାଳନ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କର୍ମଶାଳା

ମୋଦିଙ୍କ ଜନ୍ମଦିନ ଅବସରରେ ତଥା ଆସନ୍ତା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବିଜେପିର ସେବା ପକ୍ଷ ପାଳନ ହେବାକୁ ଯାଉଛି । ଏନେଇ ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ହେଉଛି ରାଜ୍ୟ ସ୍ତରୀୟ କର୍ମଶାଳ। ଏଥିରେ ରାଜ୍ୟ ସଭାପତି ମନମୋହନ…