ତାଜା ଖବର ରାଜ୍ୟ ସିଂହଦ୍ବାର ସାମ୍ନାରେ ସାମ୍ବାଦିକାଙ୍କୁ ସେବାୟତଙ୍କ ଆକ୍ରମଣ; ଥାନାରେ ଏତଲା April 6, 2025 Papirani ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ସାମ୍ବାଦିକାଙ୍କୁ ସେବାୟତଙ୍କ ମରଣାନ୍ତକ ଆକ୍ରମଣ । ରାମନବମୀ ପାଇଁ ଖବର ପ୍ରସାରଣ ବେଳେ ଆକ୍ରମଣ ଅଭିଯୋଗ ହୋଇଛି । ସାମ୍ବାଦିକା ସହ ଅନ୍ୟ ଗଣମାଧ୍ୟମର ପ୍ରତିନିଧି ଓ କ୍ୟାମେରା ମ୍ୟାନ ମାନଙ୍କ କ୍ୟାମେରା ଛଡେଇ ନେବା ସହିତ…