Tag: senior supervisor

ଶ୍ରୀମନ୍ଦିର ସୁପରଭାଇଜଙ୍କ ଉପରେ ମରଣାତ୍ମକ ଆକ୍ରମଣ ମାମଲା: ପନ୍ତିବଡ଼ୁ ସେବକ ଶ୍ରୀଚନ୍ଦନ ସାମନ୍ତରା ନିଲମ୍ବିତ

ଶ୍ରୀମନ୍ଦିର ସମ୍ମୁଖରେ ବରିଷ୍ଠ ସେବାୟତ ତଥା ସିନିୟର ସୁପର ଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାଙ୍କୁ ନିଲମ୍ବିତ କରିଛି ଶ୍ରୀମନ୍ଦିର ପ୍ରଶାସନ। ମନ୍ଦିର ଆଇନ ଅନୁସାରେ ସେବାପୂଜାରୁ ନିଲମ୍ବିତ କରାଯାଇଛି ।…