ତାଜା ଖବର ରାଜ୍ୟ Odisha’s Industrial Leap: ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପର ସମ୍ଭାବନା: ନିଯୁକ୍ତି କ୍ଷେତ୍ରରେ ଆସିବ ବ୍ୟାପକ ପରିବର୍ତ୍ତନ August 12, 2026 Papirani ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ସେମିକଣ୍ଡକ୍ଟର ପ୍ରକଳ୍ପଗୁଡ଼ିକ ଆଗାମୀ ଦିନରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇବ। ଦୁଇଟି ସେମିକଣ୍ଡକ୍ଟର ପ୍ରକଳ୍ପ ମଧ୍ୟରୁ ଜାଟି ଗ୍ରାପ୍ସ ସୋଲ୍ୟୁସନ୍ସ ଇଙ୍କ ପ୍ରକଳ୍ପରେ ୨୮୦ରୁ ଅଧିକ ଏବଂ ସିଲିକନେକ୍ସ ପ୍ରାଇଭେଟ୍ ଲିମିଟେଡ୍ ପ୍ରକଳ୍ପରେ ପ୍ରାୟ…