Tag: Selection Committee

Pragyan Ojha Named BCCI Chairperson: ପ୍ରଜ୍ଞାନ ଓଝା ବିସିସିଆଇ ଚୟନ କମିଟି ଅଧ୍ୟକ୍ଷ, ରମେଶ ପୱାର ସଦସ୍ୟ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ବିସିସିଆଇର ବରିଷ୍ଠ ପୁରୁଷ ଚୟନ କମିଟିର ଅଧ୍ୟକ୍ଷ କରାଯାଇଛି । ସେହିପରି ପୂର୍ବତନ ଭାରତୀୟ ସ୍ପିନର ରମେଶ ପାୱାରଙ୍କୁ କମିଟିର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ଓଡ଼ିଶାର ପ୍ରଜ୍ଞାନ ଓଝା…