ତାଜା ଖବର ମନୋରଞ୍ଜନ ସଲମାନ ଖାନଙ୍କ ସୁରକ୍ଷାରେ ତ୍ରୁଟି; ଘରେ ପଶିଲେ ଅଜଣା ପୁରୁଷ ଏବଂ ମହିଳା May 22, 2025 Papirani ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ସୁରକ୍ଷାରେ ବଡ଼ ତ୍ରୁଟି। ବାନ୍ଦ୍ରାସ୍ଥିତ ଗ୍ୟାଲାକ୍ସି ଆପାର୍ଟମେଂଟରେ ସୁରକ୍ଷାରେ ତ୍ରୁଟି ହୋଇଛି। ସଲମାନ ଖାନଙ୍କ ଗାଲାକ୍ସି ଘରେ ପଶିଲେ ଜଣେ ଅପରିଚିତ ମହିଳାଙ୍କ ସମେତ ଜଣ ବ୍ୟକ୍ତି । ସଲମାନଙ୍କ ସୁରକ୍ଷାକର୍ମୀ ଉକ୍ତ ମହିଳାଙ୍କୁ ଧରିବା…