ତାଜା ଖବର ରାଜ୍ୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୫ ତମ ଜନ୍ମଦିନ ଅବସରରେ ଆଜିଠୁ ଆରମ୍ଭ ହେଲା ସେବାପକ୍ଷ September 17, 2025 Papirani ନିଜକୁ ପ୍ରଧାନସେବକ ଭାବେ ଅଭିହିତ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସମାଜର ଅବହେଳିତ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉତ୍ଥାନ ସହ ଦଳିତ, ଆଦିବାସୀ, ଚାଷୀ ଓ ମହିଳାମାନଙ୍କ ପାଇଁ ଅନେକ ଜନକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି ।…