Tag: SCB Cuttack

Fire In Cuttack SCB Hospital: ଏସ.ସି.ବି ଆଇସିୟୁରେ ଅଗ୍ନିକାଣ୍ଡ: ୧୦ ମୃତ; ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କଟକ ଏସସିବି ବଡ ମେଡିକାଲର ଆଶୁ ଚିକିତ୍ସା ବିଭାଗର ଟ୍ରମା କେୟାର ଆଇସିୟୁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଭୟାବହ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି ।…

Patient Falls From Bed In SCB Hospital ICU: ଏସସିବିର ICU ବେଡ୍‌ରୁ ରୋଗୀ ପଡ଼ିବା ନେଇ କାର୍ଯ୍ୟାନୁଷ୍ଠାନ

କଟକ ଏସସିବି ମେଡ଼ିକାଲରେ ଆଇସିୟୁ ବେଡରୁ ରୋଗୀ ପଡ଼ିବା ମାମଲାରେ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମେଡିକାଲ୍‌ କର୍ତ୍ତୃପକ୍ଷ। ଯେଉଁମାନେ ଡ୍ୟୁଟିରେ ଥିଲେ ସେମାନଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଲେ ଏସସିବି ଅତିରିକ୍ତ ଅଧୀକ୍ଷକ ।…

ଦୁଇ ମହିଳାଙ୍କୁ ଅସଦାଚରଣ ଘଟଣାରେ ଏସିବିରୁ ବହିଷ୍କୃତ ହେଲେ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ

ଏସ୍‌‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଇ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ବହିଷ୍କୃତ । କଲେଜ କାଉନସିଲ ବୈଠକରେ ନିଷ୍ପତ୍ତି ପରେ ବହିଷ୍କୃତ ହୋଇଥିବା ସୂଚନା । ୩ ଜଣିଆ ତଦନ୍ତ କମିଟିର ରିପୋର୍ଟ ପରେ…

ଏସ୍‌ସିବି ମେଡିକାଲରେ ୨ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ

କଟକରେ ଥିବା ଏସ୍‌ସିବି ମେଡ଼ିକାଲରେ ୨ ରୋଗୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ମେଡ଼ିକାଲକୁ ଚିକିତ୍ସିତ ହେବାକୁ ଆସିଥିବା ଜଣେ ଡାକ୍ତରଙ୍କ ମା’ ଓ ମାଇଁକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି…

ଏସ୍‌ସିବିରେ ନିର୍ମାଣ କାମ ବେଳେ ଭାଙ୍ଗିଲା କ୍ରେନ୍‌; ୩ ଗୁରୁତର

କଟକ ଏସ୍‌ସିବି ମେଡିକାଲର ସଂପ୍ରସାରଣ କାମ ବେଳେ ଅଘଟଣ । ଏସସିବି ସେକେଣ୍ଡ କ୍ୟାମ୍ପସରେ ନିର୍ମାଣ କାମ ଚାଲୁଥିବାବେଳେ କାର୍ଯ୍ୟରେ ଲାଗିଥିବା କ୍ରେନ୍‌ ଭାଙ୍ଗି ପଡ଼ିଯିବାରୁ ୩ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ଉଦ୍ଧାକାରୀ ଟିମ୍ ପହଞ୍ଚି…

ଏସସିବି ମେଡ଼ିକାଲରେ ତେଜୁଛି ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫ୍ ବିବାଦ; ରୋଗୀସେବା ବାଧାପ୍ରାପ୍ତ

କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ବିବାଦ ବଢିବାରେ ଲାଗିଛି। ବେଳକୁ ବେଳ ଜଟିଳ ରୂପ ହେଉଛି । ଉଭୟ ଗୋଷ୍ଠୀଙ୍କ ମଧ୍ଯରେ ଆରୋପ ପ୍ରତ୍ୟାରୋପ, ଅଭିଯୋଗକୁ ନେଇ ଡାକ୍ତରଖାନାରେ ଏକ ଗଣ୍ଡଗୋଳିଆ…

ଏସ୍‌ସିବି ମେଡିକାଲରେ ହାଉସ୍‌ ସର୍ଜନ ଓ ନର୍ସଙ୍କ ଧାରଣା

ଏସ୍‌ସିବି ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ । ଅଧୀକ୍ଷକଙ୍କ ଅଫିସ୍ ଆଗରେ ହାଉସ୍ ସର୍ଜନ, ନର୍ସିଂ ଷ୍ଟାଫ୍‌ଙ୍କ ଧାରଣା । ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ଦେଖାଦେଇଛି ବିବାଦ । ହାଉସ ସର୍ଜନ ଆସିବାରେ ବିଳମ୍ବ…

ଆରପାରିରେ କଟକ SCB ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା

କଟକ: କଟକ SCBର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଯାଇଛି । SCB ମେଡ଼ିକାଲ କଲେଜରେ ୬୯ ବୟସରେ ତାଙ୍କର ଦେହାନ୍ତ ହୋଇଛି। କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଥିବା ନେଇ ସୂଚନା…