ତାଜା ଖବର ରାଜ୍ୟ Niranjan Patnaik House Loot Case: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣା: ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲା ଲୁଟେରା ସ୍ପାଇଡର୍ February 6, 2026 Papirani ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣାରେ ନିର୍ଦ୍ଦୋଷରେ ଖଲାସ ହେଲା ଲୁଟେରା ସ୍ପାଇଡର ସତୀଶ। ଭୁବନେଶ୍ୱରର ଜେଏମଏଫସି -୩ କୋର୍ଟ କରୀ ସତୀ ବାବୁ ଛଦ୍ମନାମ ସତୀଶ ରେଡ୍ଡୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସାକ୍ଷପ୍ରମାଣ ଅଭାବରୁ ଜେଲରୁ…