ତାଜା ଖବର ରାଜ୍ୟ Bird Tagging In Odisha: ଚଳିତ ବର୍ଷ ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ୍ ଟ୍ରାନ୍ସମିଟର January 6, 2026 Papirani ଚଳିତ ବର୍ଷ ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ୍ ଟ୍ରାନ୍ସମିଟର । ଚଳିତ ବର୍ଷ ପ୍ରବାସୀ ପକ୍ଷୀଙ୍କ ଗୋଡରେ ଓଡ଼ିଶା ସରକାର ସାଟେଲାଇଟ୍ ଟ୍ରାନ୍ସମିଟର ସଂଯୋଗ କରିବେ। ୨୦ ପ୍ରଜାତିର ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଇବ ବନ ବିଭାଗ । ଏ ନେଇ…