Tag: Sambandha

Sambandha Cooperative Membership Campaign: ସମବାୟ ସଦସ୍ୟତା କାର୍ଯ୍ୟକ୍ରମ ‘ସମ୍ବନ୍ଧ’ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ସମବାୟ କ୍ଷେତ୍ରର ପରିସରକୁ ଆହୁରି ବ୍ୟାପକ ଓ ସୁଦୃଢ଼ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଏକ ବିଶେଷ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବେ। ରାଜ୍ୟର ପ୍ରତ୍ୟେକ ପରିବାରରୁ ଜଣଙ୍କୁ ସମବାୟ…