ତାଜା ଖବର ରାଜ୍ୟ Sambalpur Bandh: ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ ଆଜି ସମ୍ବଲପୁର ବନ୍ଦ December 19, 2025 Papirani ଆଜି ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଖରିଫ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗରେ ବନ୍ଦ ପାଳନ କରାଯାଇଛି । ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଚାଲିବ ବନ୍ଦ ପାଳନ କରାଯିବ। ଏହି ଆନ୍ଦୋଳନରେ ଶହ ଶହ ସଂଖ୍ୟାରେ…