ତାଜା ଖବର ରାଜ୍ୟ Salia Sahi evictions: ସାଲିଆସାହିରେ ଉଚ୍ଛେଦ ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର: କୃଷ୍ଣଚନ୍ଦ୍ର ମହାପାତ୍ର November 20, 2025 Papirani ସାଲିଆସାହିରେ ଉଚ୍ଛେଦ ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର । ଏ ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି କୌଣସି ଯୋଗ୍ୟ ବାସିନ୍ଦା ଆଶ୍ରୟ ହରାଇବେ ନାହିଁ। ଯେଉଁମାନେ ଘର…