Tag: Sadhvi Ritambhara

CM Majhi Meets Sadhvi Ritambhara in Puri: ପୁରୀରେ ସାଧ୍ୱୀ ଋତମ୍ଭରାଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୁରୀରେ ଶ୍ରୀରାମ ମନ୍ଦିର ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଧ୍ୱଜାବାହକ ସାଧ୍ୱୀ ଋତମ୍ଭରାଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀ ଗସ୍ତ ସମୟରେ ବିଶିଷ୍ଟ ସାଧ୍ୱୀ ଋତମ୍ଭରାଙ୍କୁ ସାକ୍ଷାତ କରି ଭାଗବତ କଥାମୃତ ଶ୍ରବଣ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ।…