Tag: Rourkela steel plant

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏସ୍‌ଏମ୍‌ଏସ୍‌-୧ ୟୁନିଟ୍‌ରେ ବିସ୍ଫୋରଣରେ ୫ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ରାଉରକେଲା ଆଇଜିଏଚ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ୫ ଶ୍ରମିକଙ୍କ ମଧ୍ୟରେ…