Tag: Rohit Sharma

Rohit Sharma Tops ICC ODI Rankings: ବିଶ୍ୱର ୧ ନମ୍ବର ODI ବ୍ୟାଟସମ୍ୟାନ୍ ହେଲେ ରୋହିତ୍ ଶର୍ମା

ଅଷ୍ଟ୍ରେଲିଆ ODI ଜରିଆରେ ରୋହିତ ଶର୍ମାଙ୍କ ଜବରଦସ୍ତ କମ୍‌ବ୍ୟାକ୍ । ଭାରତୀୟ ଓପନର ରୋହିତ ଶର୍ମା ଆଜି ଇତିହାସ ସୃଷ୍ଟି କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଦ୍ୱାରା ପ୍ରକାଶିତ ODI ବ୍ୟାଟିଂ ରାଙ୍କିଙ୍ଗରେ ରୋହିତ୍ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି…

India wins 3rd ODI: ତୃତୀୟ ଦିନିକିଆରେ ଭାରତ ବିଜୟ; ସିରିଜ୍‌କୁ ୨-୧ ରେ ଜିତିଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଦିନିକିଆରେ ଭାରତ ୯ ୱିକେଟରେ ବିଜୟୀ ହୋଇଛି । ହିଟମ୍ୟାନ୍ ରୋହିତ ଶର୍ମାଙ୍କ ଦମଦାର ଶତକରେ ଟିମ୍ ଇଣ୍ଡିଆକୁ ସହଜ ବିଜୟ ମିଳିଛି । ଭାରତ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ତେବେ ଅଷ୍ଟ୍ରେଲିଆ…

ଟେଷ୍ଟ କ୍ରିକେଟରୁ ଅବସର ନେଲେ ରୋହିତ ଶର୍ମା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପୂର୍ବରୁ ରୋହିତ ଟି-୨୦ ରୁ ଅବସର ଘୋଷଣା କରିଥିଲେ । ଟେଷ୍ଟ ଅଧିନାୟକ ପଦରୁ ହଟିବା ସୂଚନା ପାଇବା ମାତ୍ରେ ସେ ଅବସର ନେଇଥିବା…

ଟି-୨୦ରୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ଘୋଷଣା

ଟି-୨୦ ବିଶ୍ବକପ୍ ଜିତି ଟିମ୍ ଇଣ୍ଡିଆ ବେଶ୍ ଉତ୍ସାହିତ ଥିବାବେଳେ କୋଟି କୋଟି ଭାରତୀୟ ମଧ୍ୟ ଭାବପ୍ରବଣ ହୋଇପଡ଼ଛନ୍ତି। ଟି-୨୦ ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆର ବିଜୟ ପରେ ଭାରତୀୟ କ୍ରିକେଟ୍‌ର ଏକ ଯୁଗ ଶେଷ ହୋଇଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ…