ତାଜା ଖବର ରାଜ୍ୟ ଖୁବଶୀଘ୍ର ରୋଡ୍ ସଂଯୋଗୀକରଣରେ ୧ ନମ୍ବର ହେବ ଓଡ଼ିଶା: ପୃଥ୍ବୀରାଜ ହରିଚନ୍ଦନ April 16, 2025 Papirani ରୋଡ୍ ସଂଯୋଗୀକରଣରେ ୧ ନମ୍ବର ହେବ ଓଡ଼ିଶା । ଏନେଇ ଆଜି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗୁରୁବାର କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି ।…