ତାଜା ଖବର ଦେଶ ରାଜ୍ୟ ପ୍ରକାଶ ପାଇଛି NEET-UG-୨୦୨୫ ପରୀକ୍ଷା ଫଳ June 14, 2025 Papirani ପ୍ରକାଶ ପାଇଲା ଚଳିତ ବର୍ଷର NEET UG ଫଳାଫଳ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷାର୍ଥୀଙ୍କୁ ଇ-ମେଲ୍ ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ। http://neet.nta.nic.inରୁ ମଧ୍ୟ ରେଜଲ୍ଟ ଜାଣି ପାରିବେ। ଚଳିତବର୍ଷ ରାଜସ୍ଥାନର ମହେଶ କୁମାର…