Tag: Re-Employmment

Re-Employmment of Retired Police Officers In Odisha: ରାଜ୍ୟ ସରକାର ୮୦୦ ଅବସରପ୍ରାପ୍ତ ପୁଲିସଙ୍କୁ ମିଳିବ ପୁନଃନିଯୁକ୍ତି

୮୦୦ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ମିଳିବ ପୁନଃନିଯୁକ୍ତି। ଅବସରପ୍ରାପ୍ତ ଏଏସଆଇ, ଏସଆଇ, ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କୁ ମିଳିବ ନିଯୁକ୍ତି। ରାଜ୍ୟବ୍ୟାପୀ ପୋଲିସ ସେବାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ପ୍ରାୟ ୮୦୦ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଏକ ବର୍ଷ ପାଇଁ…