Tag: R&B Engineer

Vigilance Raids Badachana R&B Engineer: ଭିଜିଲାନ୍ସ ଜାଲରେ ବଡ଼ଚଣା R&B ସବ୍‌ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା R&B ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ବିଭିନ୍ନ ଠିକଣାରେ ଆଜି ଗୁରୁବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଏକାକାଳୀନ ଚଢ଼ଉ ଜାରି ରହିଛି। ଏହି ବିଶାଳ ସର୍ଚ୍ଚ ଅପରେସନରେ ୩…