Tag: Rawalpindi Cricket Stadium

ଭାରତର ଡ୍ରୋନ ଆକ୍ରମଣରେ ଧ୍ବସ୍ତବିଧ୍ବସ୍ତ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ। ବାତିଲ ହେଲା ପିଏସଏଲ ମ୍ୟାଚ

ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ପାକିସ୍ଥାନର ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ ଉପରେ ଡ୍ରୋନ୍‌ ଆକ୍ରମଣ କରିଛି ଭାରତ। PSL ମ୍ୟାଚ୍ ପୂର୍ବରୁ ଭାରତର ଡ୍ରୋନ୍ ଆଟାକ୍ ହୋଇଛି । ଏହି ଡ୍ରୋନ୍‌ ଆକ୍ରମଣରେ ରାୱଲପିଣ୍ଡି…