Tag: ram temple ceo

Ayodhya Ram Mandir CEO: ଆସନ୍ତା କାଲି ଘୋଷଣା ହେବ ଅଯୋଧ୍ୟା ରାମ ମନ୍ଦିରର CEOଙ୍କ ନାଁ

ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଆବଶ୍ୟକ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହୋଇସାରିଛି। ମିଳିଥିବା ସୂଚନା ଅନୁସାରେ, CEO ପଦ ପାଇଁ ମୋଟ ୫୫୮୫ଟି…