Tag: Ram Navami

Blank Firing by Titilagarh MLA: ବିଧାୟକ ନବୀନ ଜୈନଙ୍କ ଫାଙ୍କା ଗୁଳିଚାଳନା ଘଟଣାରେ ପିଏସ୍‌ଓଙ୍କୁ ଡାକରା

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବିଜେପି ବିଧାୟକ ନବୀନ ଜୈନଙ୍କ ଫାଙ୍କା ଗୁଳିଚାଳନା ଘଟଣାରେ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଡାକରା ହୋଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବଲାଙ୍ଗୀର ଏସ୍‌ପି କହିଛନ୍ତି । ସୂଚନା ଅନୁଯାୟୀ,…

Surya Tilak: ଆଜି ପବିତ୍ର ରାମ ନବମୀ; ପ୍ରଭୁ ରାମଲାଲାଙ୍କ ମସ୍ତକରେ ‘ସୂର୍ଯ୍ୟ ତିଳକ’

ଆଜି ହେଉଛି ପବିତ୍ର ରାମ ନବମୀ । ଅଯୋଧ୍ୟ ରାମ ମନ୍ଦିରରେ ମଧ୍ୟାହ୍ନ ଠିକ୍ ୧୨ଟା ସମୟରେ ରାମଲାଲାଙ୍କ ମସ୍ତକରେ ହୋଇଥିଲା ସୂର୍ଯ୍ୟ ତିଳକ । ଏହା ସହିତ ହୋଇଥିଲା ମହାଆଳତୀ । ବିଶ୍ୱାସ, ବିଜ୍ଞାନ ଏବଂ ସ୍ଥାପତ୍ୟ ସଠିକତାର ଏକ…

Ram Navami 2026: ଆଜି ପବିତ୍ର ଶ୍ରୀରାମ ନବମୀ

ବିଶ୍ବାସ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ହିନ୍ଦୁଧର୍ମରେ ରାମନବମୀର ରହିଛି ବିଶେଷ ମହତ୍ତ୍ବ। ଚୈତ୍ରମାସ ଶୁକ୍ଳପକ୍ଷର ନବମୀକୁ ରାମନବମୀ ଭାବରେ ପାଳନ କରାଯାଏ। ଏହିଦିନ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ। ତ୍ରେତୟା ଯୁଗରେ ଚୈତ୍ର ମାସର ଶୁକ୍ଲପକ୍ଷ…

Puri Srimandir to Remain Closed: ଆସନ୍ତାକାଲି ୫ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଆସନ୍ତାକାଲି ଶ୍ରୀରାମ ନବମୀ । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଆସନ୍ତାକାଲି ପ୍ରାୟ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମଧ୍ୟାହ୍ନ ଧୂପ ଭୋଗ ଉଠିବା ପରେ ସର୍ବସାଧାରଣ…

Guidelines Issued For Ram Navami: ରାମ ନବମୀ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌

ରାମ ନବମୀ ପାଇଁ କମିଶନରେଟ୍ ପୁଲିସର ଗାଇଡ୍‌ଲାଇନ୍‌ ଜାରି । ରାମ ନବମୀ ଅବସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କଠୋର ଗାଇଡଲାଇନ୍ ଜାରି କରାଯାଇଛି। ବାଇକ୍‌ ରାଲି ପାଇଁ ସ୍ପେଶାଲ ଗାଇଡ୍‌ଲାଇନ୍‌ ଜାରି ହୋଇଛି । ଗୋଟିଏ ବାଇକ୍‌ରେ…

ଆଜି ପବିତ୍ର ରାମ ନବମୀ; ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ହେଉଛି ପବିତ୍ର ରାମ ନବମୀ । ଚୈତ୍ର ମାସ ନବମୀ ଆଜିର ଦିନରେ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ । ସେଥିପାଇଁ ଆଜିର ଦିନକୁ ରାମ ନବମୀ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ସ୍ବତନ୍ତ୍ର…