ତାଜା ଖବର ଦେଶ ବିଶ୍ୱ DGCA Issues Safety Advisory: ମଧ୍ୟ ପ୍ରାଚ୍ୟର ଯୁଦ୍ଧ ସ୍ଥିତି ଦେଖି ବିମାନ ଉଡ଼ାଣ କଟକଣା ଜାରି କଲେ କେନ୍ଦ୍ର ସରକାର February 28, 2026 Nirvay କେନ୍ଦ୍ର ସରକାର ବିମାନ ଉଡ଼ାଣ କଟକଣା ସହ NOTAM (ନୋଟିସ ଟୁ ଏୟାରମେନ) ଜାରି କରିଛନ୍ତି । ମଧ୍ୟ ପ୍ରାଚ୍ୟର ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆଲର୍ଟ ଜାରି କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି…